‘ନିରାମୟ’କୁ ନିମ୍ନମାନର ଔଷଧ ଭୟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇବା ପାଇଁ ଆରମ୍ଭ ହୋଇଛି ‘ନିରାମୟ’ ଯୋଜନା। ରାଜ୍ୟ ଔଷଧ ନିଗମ ପକ୍ଷରୁ ଏହି ଯୋଜନାରେ ସମସ୍ତ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଇ ଦିଆଯାଉଛି। ତେବେ ଅନେକ ସମୟରେ ଔଷଧ କମ୍ପାନିମାନଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଔଷଧ ନିମ୍ନମାନର ଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼ୁଛି। ୨୦୧୭/୧୮ରେ ୧୩ଟି ଔଷଧ ସହିତ ୪୬ଟି ବ୍ୟାଚ୍‌ର ଔଷଧ ନିମ୍ନମାନର ଥିବା ସୂଚନା … Continue reading ‘ନିରାମୟ’କୁ ନିମ୍ନମାନର ଔଷଧ ଭୟ